ତା ପାଇଁ ଦିନେ ଚାଲିଗଲା ଗୋଟେ ନିରୀହ ଜୀବନ ବେଳେ ବେଳେ ଖୁବ ଅଲୋଡ଼ା ହୋଇପଡେ ତା ପାଇଁ ଦିନେ ଚାଲିଗଲା ଗୋଟେ ନିରୀହ ଜୀବନ ବେଳେ ବେଳେ ଖୁବ ଅଲୋଡ଼ା ହୋଇପଡେ
ସଉଭାଗ୍ୟବତୀ ମାଆ କରିଦିଅ ଆମକୁ , ଭକତିରେ ପୂଜି ଆମେ ଡାକୁଛୁ ତୋ ନାମକୁ । ସଉଭାଗ୍ୟବତୀ ମାଆ କରିଦିଅ ଆମକୁ , ଭକତିରେ ପୂଜି ଆମେ ଡାକୁଛୁ ତୋ ନାମକୁ...
ତୋଳୁଛି ଆଞ୍ଜୁଳି ପିଉଛି କୁରୁଳି ବିଷ ପିଆଲାରେ ମନ । ତୋଳୁଛି ଆଞ୍ଜୁଳି ପିଉଛି କୁରୁଳି ବିଷ ପିଆଲାରେ ମନ ।
କ'ଣ ପାଇଁ ତୁମ ବିଚାରକୁ ଅବିଚାର ବୋଲି ନ ଭାବି ମହାପ୍ରସାଦ ପରି ମୁଣ୍ଡରେ ଛୁଆଁଇ , କ'ଣ ପାଇଁ ତୁମ ବିଚାରକୁ ଅବିଚାର ବୋଲି ନ ଭାବି ମହାପ୍ରସାଦ ପରି ମୁଣ୍ଡରେ ଛୁଆଁଇ ,
ସତ୍ତାର ସ୍ଥିତି ବୁଝେ ପୁଣି ବୁଝି ପାରେନାହିଁ ସେ ଏକ ଶୂନ୍ୟ ମୁହୂର୍ତ୍ତ... ସତ୍ତାର ସ୍ଥିତି ବୁଝେ ପୁଣି ବୁଝି ପାରେନାହିଁ ସେ ଏକ ଶୂନ୍ୟ ମୁହୂର୍ତ୍ତ...
ଆଖି ତଳ ଓଦା କରି ଆଞ୍ଜୁଳିର ଖାଲି ଜାଗାକୁ ଅଶ୍ରୁର ସାଗରରେ ପୂରଣ କରିଦିଏ ॥ ଆଖି ତଳ ଓଦା କରି ଆଞ୍ଜୁଳିର ଖାଲି ଜାଗାକୁ ଅଶ୍ରୁର ସାଗରରେ ପୂରଣ କରିଦିଏ ॥